ଖୁଚୁରା ବେପାରୀଙ୍କ ଉପରୁ ହଟିଲା କଟକଣା

ଭୁବନେଶ୍ୱର: ଏଣିକି ଖୁଚୁରା ତେଜରାତି ଦୋକାନୀମାନେ ବାଇକରେ ମାଲ ପରବିହନ କରିପାରିବେ । ପୂର୍ବରୁ ଏମାନଙ୍କ ଉପରେ ଲାଗୁ ହୋଇଥିବା ପୁଲିସ କଟକଣାକୁ ହଟାଇ ଦିଆଯାଇଛି ।

Read more

Advertisement

ଏବେ ଏବେ