ଗଜପତିରେ ହୃଦୟ ବିଦାରକ ଘଟଣା ମହାପ୍ରୟାଣ ଭ୍ୟାନ୍ ନ ମିଳିବାରୁ ବାଇକ୍ରେ ବୋହିଲେ ଶବ;ଏଥି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଏକ ଦୁଖଃଦ ହୃଦୟ ବିଦାରକ ଘଟଣା ସାଧାରଣରେ ବେଶ୍ ଉଦବେଗ ପ୍ରକାଶ ପାଇଛି । ଚିକିତ୍ସା ସମୟରେ ସରକାରୀ ଡାକ୍ତରଖାନାରେ
Read more


