ଗଣତନ୍ତ୍ର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ବିବୃତ୍ତି

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଶିଖର ସମ୍ମିଳନୀରେ ବିଶ୍ବର ସର୍ବବୃହତ ଗଣତନ୍ତ୍ରର ପ୍ରତିନିଧିତ୍ବ କରି ମୁଁ ଗର୍ବିତ। ଆମ ସଭ୍ୟତାର ସ୍ବଭାବରେ ଗଣତନ୍ତ୍ରର ଭାବନା ଏକ ଅଭିନ୍ନ ଅଙ୍ଗ।

Read more

Advertisement

ଏବେ ଏବେ