ଗୋପାଳପୁର ବନ୍ଦରକୁ ମାଲ ପରିବହନ କରୁଥିବା ଟ୍ରକ୍ ଡ୍ରାଇଭରଙ୍କୁ ମାଡ ମାରିବା ଓ ଦାଦାବଟି ଆଦାୟ ଅଭିଯୋଗରେ ୧୦ ଗିରଫ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଗୋପାଳପୁର ବନ୍ଦରକୁ ମାଲ ପରିବହନ ପାଇଁ ଯାତାୟତ କରୁଥିବା ମାଲବାହୀ ଟ୍ରକ୍ ଗୁଡିକର ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ୧୦ଜଣ

Read more

Advertisement

ଏବେ ଏବେ