ଚାଷୀ ଆନ୍ଦୋଳନ ପାଇଁ ଦିନକୁ କ୍ଷତି ୩୫୦୦ କୋଟି

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଯୋଗୁ ‌ଅର୍ଥନୀତିକୁ ଦୈନିକ ୩୦୦୦ରୁ ୩୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି।

Read more

Advertisement

ଏବେ ଏବେ