ଛାତ୍ର ସଂସଦ ନିର୍ବାଚନ ଵାତିଲକୁ ବିରୋଧକରି ଅଲ ଇଣ୍ଡିଆ ଡିଏସଓର ବିକ୍ଷୋଭ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ): ଛାତ୍ର ସଂସଦ ନିର୍ବାଚନ ଵାତିଲ ନିଷ୍ପତ୍ତି ବିରୋଧରେ ଅଲ ଇଣ୍ଡିଆ ଡିଏସଓ ପକ୍ଷରୁ ବ୍ରହ୍ମପୁର କମାପଲ୍ଲୀଠାରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Read more

Advertisement

ଏବେ ଏବେ