ଜ୍ବାଇଁଙ୍କ ଗୁଳିରେ ଦୁଇଜଣ ଆହତ

ଜଗତସିଂହପୁର, (ଅନସୂୟା ରାଉତ):ଆଜି ସନ୍ଧ୍ୟାରେ ଜଗତସିଂହପୁର ସଦର ଥାନା ଅଧିନ ମଜୁରାଇ ଗ୍ରାମରେ ଏକ ଅଘଟଣ ଘଟିଛି। ପାରିବାରିକ ଘଟଣାରେ ଗୁଳି ମାଡ। ଦୁଇ ଜଣ ଗୁରୁତର।

Read more

Advertisement

ଏବେ ଏବେ