ସମସ୍ୟା ଘେରରେ ସୀତାପଡ଼ି ଗ୍ରାମ: ବିଦ୍ୟୁତ ଆଲୁଅ ପାଲଟିଛି ସାତସପନ, ଡିବିରି ଆଲୁଅରେ ବିତୁଛି ଜୀବନ: ସବୁ ଦିନିଆ ରାସ୍ତା ନାହିଁ,
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ କନ୍ଧମାଳ ଜିଲାରେ ଏଭଳି ଅନେକ ଗ୍ରାମ ଅଛି
Read more


