ତେସିଙ୍ଗା ଠାରେ ଧାନମଣ୍ଡି ଉଦଘାଟିତ

ବାରିକପୁର,(ୱାଇଏନ୍ଏସ୍): ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ଅଧିନ ତେସିଙ୍ଗା ସମିତି ଠାରେ ଚଳିତବର୍ଷ ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି

Read more

Advertisement

ଏବେ ଏବେ