ଦକ୍ଷ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବଦନାମ କରିବା ହୀନ ଉଦ୍ୟମକୁ ପାରାଦ୍ୱୀପ ନାଗରିକ ମଞ୍ଚର ବିରୋଧ
ପାରାଦ୍ୱୀପ,(ପୀତବାସ ପ୍ରଧାନ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପକ୍ଷଭୁକ୍ତ କରିବା ପ୍ରତିବାଦରେ ପାରାଦ୍ୱୀପ ନାଗରିକ ମଞ୍ଚର ସଦସ୍ୟମାନେ ଏହାକୁ ବିରୋଧ କରିଛନ୍ତି ।
Read more


