ଦେଶରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ଦ୍ୱାରା ଚୁକ୍ତି ସର୍ତ୍ତାବଳୀରେ ଥିବା ଆରଓଏଫ୍ଆର ରେ ସଂଶୋଧନ
ପାରାଦ୍ୱୀପ,(ପୀତବାସ ପ୍ରଧାନ):ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ନିତୀ ଅନୁସାରେ ଜାହାଜ ନିର୍ମାଣ ପାଇଁ ହେଉଥିବା ଟେଣ୍ଡର ପ୍ରକ୍ରିୟାର ବିଭିନ୍ନ ଚୁକ୍ତି ସର୍ତ୍ତାବଳୀ ଉପରେ ସମୀକ୍ଷା କରାଯାଇଛି
Read more


