ଦ୍ୱିତୀୟ ପର୍ଯ୍ୟାଳୟରେ ୯୫ଟି ରୁପାନ୍ତରିତ ବିଦ୍ୟାଳୟ ଲୋକାର୍ପିତ : ଶିକ୍ଷାଦାନ କ୍ଷେତ୍ରରେ ସାମଗ୍ରିକ ବିକାଶ ହେବ : ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ରୁପାନ୍ତରିତ ହୋଇଥିବା ୯୫ଟି ଉଚ୍ଚ ବିଦ୍ୟାଳୟକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଲୋକାର୍ପିତ କରିଛନ୍ତି

Read more

Advertisement

ଏବେ ଏବେ