ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ମଙ୍ଗଳବାର ସକାଳେ ହିଞ୍ଜିଳି ପୁଲିସ ଜୈନିକ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ଥାନା ବଳରାମପୁର ଗ୍ରାମ ନିକଟସ୍ଥ ଘୋଡ଼ାହାଡ଼ ନଦୀରୁ ଉଦ୍ଧାର କରିଛି ।

Read more

Advertisement

ଏବେ ଏବେ