ନନ୍ଦିଗ୍ରାମରେ କରୋନା ପ୍ରତିଷେଧକ ହୋମିଓପାଥିକ ଔଷଧ ବଂଟନ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଲକ ଜାମୁଗାଁ ପଂଚାୟତ ଅନ୍ତର୍ଗତ ନନ୍ଦିଗ୍ରାମସ୍ଥିତ ପ୍ରସିଦ୍ଧ ଶୈବପୀଠ ନନ୍ଦିକେଶ୍ୱର ମନ୍ଦିର ପରିସରରେ କରୋନା ପ୍ରତିଷେଧକ ହୋମିଓପାଥିକ ଔଷଧ ମାଗଣାରେ ବଂଟନ କରାଯାଇଛି ।

Read more

Advertisement

ଏବେ ଏବେ