ନେପାଳରେ ଘୂର୍ଣ୍ଣିଝଡ ତାଣ୍ଡବ ,୨୭ ମୃତ ,୪୦୦ ଆହାତ ,ଉଦ୍ଧାର କାର୍ଯ୍ୟ ଜୋରଦାର

କାଠମାଣ୍ଡୁ ନେପାଳରେ ରବିବାର ଦିନ ପ୍ରବଳ ଘୂର୍ଣ୍ଣିଝଡ ହୋଇଛି ।ଏହି ଝଡରେ ୨୭ ଜଣଙ୍କ ପ୍ରାଣ ହାନି ଘଟିଥିବା ବେଳେ ୪୦୦ ସହ ଜଣ ଆହାତ ହୋଇଛନ୍ତି

Read more

Advertisement

ଏବେ ଏବେ