ପ୍ରକୃତ ଶିକ୍ଷା ମଣିଷ ମନରୁ ମୋହ ଦୂର କରି ମାନବିକତାର ଶିକ୍ଷା ଦିଏ-ରାଜ୍ୟପାଳ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣାସ୍ଥିତ ଜୟରାମ ହାଇସ୍କୁଲର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳିତ ହୀରକ ଜୟନ୍ତୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ
Read more


