ବାଇକ୍ ଦୁର୍ଘଟଣାରେ ନ୍ୟୁଜ୍ କ୍ୟାମେରା ମ୍ୟାନଙ୍କ ମୃତ୍ୟୁ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଇକ୍ ଦୁର୍ଘଟଣାରେ ବୁଧବାର ଫୁଲବାଣୀ ନ୍ୟୁଜ ସେଭେନ୍ ଟିଭି ଚ୍ୟାନେଲର କ୍ୟାମେରାମ୍ୟାନ ରାଜୁ ନାୟକଙ୍କ ମୃତ୍ୟୁ ହୋଇଛି। ଜନ୍ମାଷ୍ଟମୀରେ ତାଙ୍କ ଭଉଣୀ ଘରକୁ ଆସିଥିଲେ।

Read more

Advertisement

ଏବେ ଏବେ