+୨ବାର୍ଷିକ ପରୀକ୍ଷାଉତ୍ତୀର୍ଣ୍ଣ ହାର, କଳାରେ ୮୦.୯୫%, ବିଜ୍ଞାନରେ ୮୬.୯୩%, ବାଣିଜ୍ୟରେ ୮୨.୨୭% ଓ ଧନ୍ଦାମୂଳକ ଶିକ୍ଷାରେ ୬୮.୦୨%
ବ୍ରହ୍ମପୁର, (ଅନିଲ କୁମାର) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ଣରେ ବହୁ ପ୍ରତୀକ୍ଷିତ +୨କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ
Read more


