ବାଲିକୁଦା ରାମତୋଳ ଗ୍ରାମରେ ଅଘଟଣ : ଘରେ ଘରେ ଶୋକର ଛାୟା

ଜଗତସିଂହପୁର, ( ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ରାମତୋଳ ଗ୍ରାମରେ ଅଘଟଣ ଘଟିଛି । ୧୨ବର୍ଷର ଝୀଅର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି

Read more

Advertisement

ଏବେ ଏବେ