ବାଲିଗୁଡାର ଅଧିକାଂଶ ଗ୍ରାମାଞ୍ଚଳ ଗଞ୍ଜେଇ ମାଫିଆଙ୍କ ପାଇଁ ପାଲଟିଛି ଭୁ-ସ୍ୱର୍ଗ : ଆଧୁନିକ ପଦ୍ଧତିରେ ଚାଲିଛି ଗଞ୍ଜେଇ ଚାଷ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଧିକ ଫସଲ ଉତ୍ପାଦନ ହେବ, ଚାଷୀ ଅଧିକ ଲାଭବାନ ହେବେ। ଏଭଳି ଲକ୍ଷ୍ୟରେ ସଂପ୍ରତି ଶ୍ରୀ ପଦ୍ଧତି ପ୍ରଣାଳୀ ଚାଷକୁ ସରକାର ଗୁରୁତ୍ବ
Read more


