ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବାରିକପୁର, (ୱାଇଏନଏନଏସ) ; ଭଣ୍ଡାରିପୋଖରୀ ବ୍ଲକ ବେଲଆଡିଆ ଠାରେ ମଣ୍ଡଳ ସଭାପତି ଗିରିଶ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପିର ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ