ବିଡିଓଙ୍କ ଦସ୍ତଖତ ଜାଲିଆତି କରିଥିବା ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ନାଉଗାଁ, (ଓ୍ବାଇଏନ୍ଏସ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଲଣା ପଂଚାୟତ ସଠଳପୁର ଗ୍ରାମର ମୃତ ତୁଳସୀ ରାଉତଙ୍କ ଖାଉଟି ସାମଗ୍ରୀ ହଡପ ଓ ତତ୍କାଳିନ ଭାରାପ୍ରାପ୍ତ ବିଡିଓ ଜେ.କଳ୍ପନାଙ୍କ
Read more


