ବିଦ୍ୟାଧରପୁର ଜଳସେଚନ ବିଭାଗର ସହକାରୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରପଡାକୁ ଉଠିଯିବାକୁ ବିରୋଧ କଲେ ଚାଷୀ

ହାଟଡିହିି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ବିଦ୍ୟାଧରପୁର ଠାରେ ଥିବା ଜଳସେଚନ ବିଭାଗର ସହକାରୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରପଡାକୁ ଉଠିଯିବାକୁ ନେଇ ଚାଷୀମାନେ ବିରୋଧ କରିଛନ୍ତି

Read more

Advertisement

ଏବେ ଏବେ