ବିଶ୍ବ ରକ୍ତଦାନ ଦିବସରେ ପୋଡାମାରୀରେ ୧୦୫ ୟୁନିଟ ରକ୍ତ ସଂଗ୍ରହ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ବୁଧବାର ଦିନ ବିଶ୍ବ ରକ୍ତଦାନ ଦିବସ ଅବସରରେ ୧୦୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି

Read more

Advertisement

ଏବେ ଏବେ