ଜାତିସଂଘ ରିପୋର୍ଟ,ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ

ୱାସିଂଟନ୍: ସାରା ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ବିଶ୍ୱ୍ୱ୍ୟବ୍ୟାପୀ ରହିଥିବା ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ୧୭.୫ ନିୟୁତ ।

Read more

Advertisement

ଏବେ ଏବେ