ବିସ୍କୁଟ ଭାବନା କରି ମୂଷାମରା ବିଷାକ୍ତ ବିସ୍କୁଟ ଖାଇଦେଲେ ଛାତ୍ର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଜଣେ ଛାତ୍ର ଇ.ରାହୁଲ ଦୋରା ରବିବାର ସନ୍ଧ୍ୟାରେ ଚକଲେଟ ଭାବି ମୂଷାମରା ବିଷାକ୍ତ ବିସ୍କୁଟ ଖାଇଦେଇଥିଲେ।

Read more

Advertisement

ଏବେ ଏବେ