ବୁଗୁଡ଼ାରେ ନୂତନ ସିଡିପିଓ ଙ୍କ ଦାୟିତ୍ୱ ଗ୍ରହଣ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକର ପୂର୍ବତନ ସିଡିପିଓ ଅବସର ଗ୍ରହଣ କରିଥିବା ବେଳେ ପୋଲସରା ବ୍ଲକ ସିଡିପିଓ ବୁଗୁଡା ବ୍ଳକର ଅତିରିକ୍ତ ଦାୟିତ୍ୱ ବହନ କରିଥିଲେ।

Read more

Advertisement

ଏବେ ଏବେ