ଭିନ୍ନମୋଡ଼ ନେଲା ଛାତ୍ରୀ ଆତ୍ମହତ୍ୟା ଘଟଣା : ଜେଲ ଗଲା ପୁରୁଷ ବନ୍ଧୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ମହମ୍ମୁଦା ଗ୍ରାମର ଛାତ୍ରୀ ଶୁଭ୍ରାଶୁଭଦର୍ଶିନୀ ଆତ୍ମହତ୍ୟା ଘଟଣା ମଙ୍ଗଳବାର ଭିନ୍ନମୋଡ ନେଇଛି ।

Read more

Advertisement

ଏବେ ଏବେ