ମଦ୍ୟପ କାର ଚାଳକଙ୍କ କାରରେ ଥିବା ୨ଟି ପିଲାଙ୍କୁ ଘରେ ସୁରକ୍ଷିତ ଭାବେ ପହଁଚାଇଥିବାରୁ ଫାଣ୍ଡି ହାବିଲଦାରଙ୍କୁ ଏସପି ପୁରସ୍କୃତ କଲେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଏକ ମଦ୍ୟପ କାର ଚାଳକଙ୍କ କାରରେ ଥିବା ୨ଟି ପିଲାଙ୍କୁ ସେମାନଙ୍କ ଘରେ ନେଇ ସୁରକ୍ଷିତ ଭାବେ ପହଁଚାଇଥିବା ପୁରୁଣାବସଷ୍ଟାଣ୍ଡ ଫାଣ୍ଡିର ହାବିଲଦାର
Read more


