ମନ୍ଦିର ଉନ୍ନତିକରଣ ନାଁରେ ଚାଲିଛି ଖୁଲମ୍ଖୁଲା ପିସି କାରବାର : ମାଙ୍କ ଟଙ୍କା ଖାଉଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମଚାରୀ
ଘଟଗାଁ, (ନାରାୟଣ ପଲେଇ) :-ବିଗତ ଦିନରେ ପ୍ରସିଦ୍ଧ ଶକ୍ତି ପିଠ ଘଟଗାଁ ମା ତାରିଣୀ ମନ୍ଦିରରେ ହେଉଥିବା ମାନଶିକ ନଡିଆ ଚୋରୀ ଘଟଣା ବିଭୀନ୍ନ ଗଣମାଧ୍ୟମରେ ପର୍ଦ୍ଦାଫାସ
Read more


