ମହାବିଦ୍ୟାଳୟରେ ଏନଏସଏସ ପରାମର୍ଶଦାତା କମିଟି ବୈଠକ

ପୋଲସରା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ପରାମର୍ଶଦାତା କମିଟି ବୈଠକ ଅଗଷ୍ଟ ୧୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ