ମା ବରଳାଦେବୀ ନାରୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ସହାୟତା
କନ୍ଧମାଳ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ବିଲାବାଡ଼ି ପଞ୍ଚାୟତର ମଁl ବରାଳଦେବୀ ନାରୀମହାସଂଘଏମାନେ ତାଙ୍କ ମାହାସଙ୍ଘର ନିଜସ୍ୱ ସଞ୍ଚୟ ପାଣ୍ଠିରୁ ଶୁଖିଲାଖାଦ୍ୟଚାଉଳ,ଡାଲି,ଆଳୁ,ତେଲ,ସର୍ପ,ସାବୁନ,ଲୁଣ,ଲଙ୍କା,ପିଆଜ , ଫୁଟଣ
Read more


