ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲା ପରିଷଦ ସଭ୍ୟଙ୍କ ପକ୍ଷରୁ ଶୁଭେଛା

ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ସର୍ବଭାରତୀୟସ୍ତରରେ ଓଡିଶାର ଗଞ୍ଜାମ ଜିଲ୍ଲା ପରିଷଦକୁ ଶ୍ରେଷ୍ଠ ଭାବେ ‘ନ୍ୟାସନାଲ୍ ପଞ୍ଚାୟତ ଆୱାଡ-୨୦୨୩’ ପ୍ରଦାନ କରାଯାଇଛି ।

Read more

Advertisement

ଏବେ ଏବେ