ମୋହନା ରଥଯାତ୍ରା : ଦୁଇ ବର୍ଷ ପରେ ଭକ୍ତ ଭଗବାନ ଙ୍କ ମିଳନ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନାରେ ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି l ଶୁକ୍ରବାର ସକାଳେ ପାରମ୍ପରିକ ରୀତିରେ ନିତିକାନ୍ତି ସମାପନ ହୋଇଥିଲା

Read more

Advertisement

ଏବେ ଏବେ