ମୟୂରଭଂଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀଙ୍କ ଦେହାନ୍ତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀଙ୍କ  ଭଂଜଦେଓ(୯୪) ବାରିପଦା ବେଲଗଡିଆ ଉଆସରେ ରବିବାର ରାତିରେ ଖାଇ ପିଇ ସାରି ଶୋଇବା ଅବସ୍ଥାରେ ତାଙ୍କର ଦେହାନ୍ତ

Read more

Advertisement

ଏବେ ଏବେ