ଯୁବ କ୍ରିକେଟର୍ ଙ୍କ ଅକାଳ ମୃତ୍ୟୁ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ର ଖଇରପୁଟି ଗ୍ରାମର କ୍ରିକେଟ ଟିମ୍ ଅଧିନାୟକ ରାଜେଶ୍ ସାହୁଙ୍କ ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି

Read more

Advertisement

ଏବେ ଏବେ