ରାଜସ୍ୱ ମାମଲାର ଫଇସଲା ନିମନ୍ତେ ସ୍ୱତନ୍ତ୍ର ଶିବିର

ହାଟଡ଼ିହି, : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ପକ୍ଷରୁ ମରୈଗାଁ ରାଜସ୍ୱ କାର୍ଯ୍ୟାଳୟ ପରିସରରେ ରାଜସ୍ୱ ମାମଲାର ଫଇସଲା ନିମନ୍ତେ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ