ରାସ୍ତା ଉପରେ ଇଟା ପକାଇ ଅବରୋଧ; ଜନ ସାଧାରଣ ହନ୍ତସନ୍ତ

ଯୋଡା,(ସମୀର କୁମାର ଦାସ): ଯୋଡା ସହରର ମୁଖ୍ୟ ବଜାର ଦେଇ ବାମେବାରୀ ଆଡକୁ ଯାଇଥିବା ରାଜ୍ୟ ରାଜପଥ ଉପରେ ଇଟା ପକାଯାଇଥିବାରୁ ବ୍ୟାପକ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା

Read more

Advertisement

ଏବେ ଏବେ