ସମସ୍ୟାରେ ଜର୍ଜରିତ ଡଡ଼ିଙ୍ଗିଆ ପଞ୍ଚାୟତ : ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ରାଇକିଆ ବ୍ଳକ ଅନ୍ତର୍ଗତ ଡଡ଼ିଙ୍ଗିଆ ପଂଚାୟତରେ ଗତ ୫ ମାସ ହେଲା ହିତାଧିକାରୀ ମାନଙ୍କୁ କିରୋସିନି ମିଳିପାରୁନାହିଁ
Read more


