ସହରାଞ୍ଚଳ ସଫେଇ କାର୍ଯ୍ୟରେ ଅନିୟମିତତା ଅଭିଯୋଗକୁ ଖଣ୍ଡନ: ରାଜନୀତି ପାଇଁ ପୌର ଠିକା ସଂସ୍ଥାଙ୍କୁ ‘ବଳି କା ବକରା’ କରା ନ ଯାଉ
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ସହରରେ ସଫେଇ କାର୍ଯ୍ୟରେ ଅବହେଳା ନେଇ ହେଉଥିବା ଅଭିଯୋଗ ସମ୍ପର୍କରେ ମୁହଁ ଖୋଲିଛନ୍ତି ଠିକା ସଂସ୍ଥା କଟକର ‘ମଞ୍ଜୁ ସର୍ଭିସେସ’ର ପ୍ରତିନିଧି
Read more


