ସାଇକେଲ ସଚେତନତା ରାଲିକୁ ସବୁଜ ପତାକା ଦେଖାଇ ଉଦଘାଟନ କଲେ ଜିଲ୍ଲାପାଳ ଓ ଏସପି ସଡକ ନିୟମ ପାଳନ ହିଁ ନିଜ ଅମୁଲ୍ୟ ଜୀବନ ରକ୍ଷା କରିବ
ଛତ୍ରପୁର,(ଦେବଦତ୍ତ ମହାରଣା): ଜିଲ୍ଲାରେ ସଡକ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ଶୁକ୍ରବାର ଛତ୍ରପୁର ଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ
Read more


