ସାମ୍ବାଦିକଙ୍କୁ ହତ୍ୟା ଧମକ ଘଟଣା: ବଦଳିଲେ ଗୋପ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ପୂରଣ ହେଲା ସାମ୍ବାଦିକଙ୍କ ଦାବି

ଗୋପ, (ଗଣେଶ ବେହେରା): ଗୋପ-କୋଣାର୍କ ଅଞ୍ଚଳର କନକ ନ୍ୟୁଜ୍‌ରେ କାର୍ଯ୍ୟରତ ସାମ୍ବାଦିକ ସନ୍ତୋଷ ରାୟଙ୍କୁ ଗୋପ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ହତ୍ୟା ଧମକ ଦେବା ଘଟଣାରେ ବଦଳିଛନ୍ତି

Read more

Advertisement

ଏବେ ଏବେ