ହୂମର ନିକଟରୁ 100 ଲିଟର ଦେଶୀ ମଦ ସହ ଜଣଙ୍କୁ ଗିରଫ କଲା ପୋଲିସ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମ ନିକଟରେ ଗୁରୁବାର 100 ଲିଟର ଦେଶୀ ମଦ ସହ ଜଣଙ୍କୁ ଗିରଫ କରିଛି ଛତ୍ରପୁର ପୋଲିସ

Read more

Advertisement

ଏବେ ଏବେ