ହୃଦଘାତରେ ପୂର୍ବତନ ସମବାୟ ସମିତି ନିର୍ଦ୍ଦେଶକଙ୍କ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ସେବା ସମବାୟ ସମିତିର ପୂର୍ବତନ ନିର୍ଦ୍ଦେଶକ ବଳରାମ ପରିଡାଙ୍କର ଆଜି ହୃଦଘାତ ରେ 85 ବର୍ଷ ବୟସରେ ପରଲୋକ ଘଟିଛି

Read more

Advertisement

ଏବେ ଏବେ