୫ କୋଟି ଟଙ୍କାରେ ନିର୍ମିତ ହେବ କେନ୍ଦ୍ରାପଡା ପୌରପାଳିକା ପ୍ରଶାସନିକ କାର୍ଯ୍ୟାଳୟ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ପୈାରପାଳିକାର ନୂତନ ପ୍ରଶାସନିକ କାର୍ଯ୍ୟାଳୟ ପାଇଁ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ବିଧାନସଭାରେ ପ୍ରସ୍ତାବ କ୍ରମେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ
Read more


