ପ୍ରକାଶ ପାଇଲା ଓପିଏସସି ପରୀକ୍ଷା ଫଳ: ପ୍ରିୟାଂଶୁ ପାଲ୍ ଓସିଏସ ଟପ୍ପର, ୩୮୯ ପରିକ୍ଷାର୍ଥୀ କୃତକାର୍ଯ୍ୟ
କଟକ, (ଓ୍ବାଇଏନଏସ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୮୯ ଜଣ ପରିକ୍ଷାର୍ଥୀ
Read more


