କେନ୍ଦ୍ରାପଡା ବିଇଓଙ୍କୁ ଏବିଇଓ ସ୍ୱାମୀଙ୍କ ଧମକ : ପାଟିରେ ବନ୍ଧୁକ ପୁରାଇ ଟ୍ରକ ଚଢାଇ ମାରିଦେବି
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ମଣ୍ଡଳଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ପଶି ଧମକ ଦେଇଛନ୍ତି ସହକାରୀ ମଣ୍ଡଳଶିକ୍ଷାଧିକାରୀ ଅନ୍ନପୂର୍ଣ୍ଣା ପଣ୍ଡାଙ୍କ ସ୍ୱାମୀ ସୁକାନ୍ତ ଦ୍ୱିବେଦୀ।
Read more


