ଏସ୍‍ବିଆଇ ଆର୍‍ବିଓ ଆସିକା ପକ୍ଷରୁ ସଚେତନତା କର୍ମଶାଳା

ଆସିକା (ୱାଇଏନ୍‍ଏସ୍‍) :ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟ (ଏସ୍‍ବିଆଇ ଆର୍‍ବିଓ) ପକ୍ଷରୁ ଡିଜିଟାଲ୍‍ କରେନ୍ସି ସଂକ୍ରାନ୍ତୀୟ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ