ଡାଃ ହରିଭାଇ ଆର୍ଯ୍ୟନ ହେଲେ ଅଖିଲ ଭାରତୀୟ ଯୋଗ ଶିକ୍ଷକ ମହାସଂଘର ଯୁଗ୍ମ ସଚିବ

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ଯୋଗ ଗୁରୁ ଡାଃ ହରିଭାଇ ଆର୍ଯ୍ୟନ ଅଖିଲ ଭାରତୀୟ ଯୋଗ ଶିକ୍ଷକ ମହାସଂଘର ଯୁଗ୍ମ ସଚିବ ଭାବେ ମନୋନୀତ ହୋଇଥିବା ଜଣାପଡିଛି।

Read more

Advertisement

ଏବେ ଏବେ