ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବ୍ୟାହତ : ବିନା ଡାକ୍ତର ଓ ବିନା ଫାର୍ମାସିଷ୍ଟରେ ଚାଲିଛି ଡାକ୍ତରଖାନା
ହାଟଡିହି (ଓ୍ବାଇଏନଏସ): ସରକାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କେତେ କଣ ଯୋଜନା କରୁଛନ୍ତି। ଗ୍ରାମାଞ୍ଚଳ ଡାକ୍ତରଖାନା ମାନଙ୍କରେ ରକ୍ତ, ମଳ, ମୂତ୍ର ପରୀକ୍ଷା କରିବା
Read more


